ପୋହଳା ମାଛ Pohaḻā māchha

  • ଦେ. ବି. (ସଂ. ନାମ. ଭଙ୍ଗାନ) — ପୋଖରୀ ଓ ନଦୀ ଆଦିରେ ଥିବା ଏକପ୍ରକାର ଛୋଟ କାତିଯୁକ୍ତ ମାଛ — A small freshwater fish allied to the minnow or chub; minny; Cirrhina Reba
  • ଦେ. ବି. (ସଂ. ନାମ. ଭଙ୍ଗାନ) — [ଦ୍ର—ଏମାନେ ଲମ୍ବରେ 1 ଚାଖଣ୍ଡ ପର୍ଯ୍ୟନ୍ତ ବଢ଼ନ୍ତି। ଛୋଟ ଛୋଟ ସରୁଆ ପୋହଳାମାଛଙ୍କୁ କାଠି ପୋହଳା (ବଂ. ଖଡ଼କେ ବାଟା) ବୋଲାଯାଏ। ବଡ଼ ଆକାରର ପୋହଳା ମାଛମାନଙ୍କୁ ବଡ଼ ପୋହଳା (ବଂ. ଭାଙ୍ଗନ୍ବାଟା କହନ୍ତି।)] — [ଦ୍ର—ଏମାନେ ଲମ୍ବରେ1ଚାଖଣ୍ଡ ପର୍ଯ୍ୟନ୍ତ ବଢ଼ନ୍ତି ଛୋଟ ଛୋଟ ସରୁଆ ପୋହଳାମାଛଙ୍କୁ କାଠି ପୋହଳା (ବଂ. ଖଡ଼କେ ବାଟା) ବୋଲାଯାଏ ବଡ଼ ଆକାରର ପୋହଳା ମାଛମାନଙ୍କୁ ବଡ଼ ପୋହଳା (ବଂ. ଭାଙ୍ଗନ୍ବାଟା କହନ୍ତି)]