ପୋହଳା ଏଣ୍ଡୁଅ Pohaḻā eṇḍua

  • ଦେ. ବି. (ସଂ. ପ୍ରବାଳ+ ଓ. ଏଣ୍ଡୁଅ) — ଏକ ପ୍ରକାର ନାଲି ମୁଣ୍ଡିଆ ଏଣ୍ଡୁଅ — A kind of chameleon; the horned Iguana; Iguana Tuberculata
  • ଦେ. ବି. (ସଂ. ପ୍ରବାଳ+ ଓ. ଏଣ୍ଡୁଅ) — [ଦ୍ର—ଏମାନଙ୍କୁ ବହୁରୂପା ଏଣ୍ଡୁଅ କୁହାଯାଏ। ଏମାନଙ୍କ ମୁଣ୍ଡ ଓ ବେକ ପୋହଳା ପରି ନାଲି ଦେଖାଯାଏ। ଏମାନେ ବିଷଧର ଅଟନ୍ତି। ଏମାନଙ୍କ ଶରୀରର ରଙ୍ଗ ଏମାନଙ୍କ ବସିବା ସ୍ଥାନ ଓ ପତ୍ରାଦିର ରଙ୍ଗ ଅନୁସାରେ ବଦଳୁ ଥାଏ।]