ପୋହଳ କିଳା Pohaḻa kiḻā

  • ପ୍ରାଦେ. (ଗଡ଼ଜାତ) ବି — ଶଗଡ଼ ଦଣ୍ଡାର ଶେଷ ଫଳିର ଦୁଇ ମୁଣ୍ଡରେ ଦିଆ ଯାଇଥିବା ଖିଲ — The pins put into the two ends of the hindmost cross-piece attached to the body-frame of a cart