ପୋସ୍ତ Posta
- ବୈଦେ. ବି. (ଫା) (ସଂ. ନାମ ଖସତିଳ; ଖସବୀଜ; ଖାଖସ) — ଅଫିମ ଗଛ — The poppy plant; Pape- ver Somniferum
- ବୈଦେ. ବି. (ଫା) (ସଂ. ନାମ ଖସତିଳ; ଖସବୀଜ; ଖାଖସ) — [ଦ୍ର—ଏହା ପ୍ରାୟ 3.5 ମାସ ବଞ୍ଚିବା ଶାକ— ଗୁଳ୍ମବିଶେଷ। ଫୁଲର 4 ପାଖୁଡ଼ା; କେଉଁ ଫୁଲ ଧଳା, କେହି ନାଲି ଓ କେହି ଛପଛପକିଆ। ଫଳ କୋଳି ପରି, କଞ୍ଚା ଫଳକୁ ଛୁରିରେ ଚିରିଲେ ତହିଁରୁ ଯେଉଁ ଅଠାଳିଆ ରସ ବାହାରେ ତାହା ଶୁଖିଗଲେ ଅଫିମ ହୁଏ। ପାଚିଲା ଫଳ ଶୁଖିଗଲେ ତାହା ମଧ୍ୟରୁ ସୋରିଷ— ଠାରୁ ଛୋଟ ଛୋଟ ଧଳା ମଞ୍ଜି ବାହାରେ, ତାକୁ ପୋସ୍ତଦାନା କହନ୍ତି।] — [ଦ୍ର—ଏହା ପ୍ରାୟ3.5ମାସ ବଞ୍ଚିବା ଶାକ— ଗୁଳ୍ମବିଶେଷ ଫୁଲର4ପାଖୁଡ଼ା; କେଉଁ ଫୁଲ ଧଳା, କେହି ନାଲି ଓ କେହି ଛପଛପକିଆ ଫଳ କୋଳି ପରି, କଞ୍ଚା ଫଳକୁ ଛୁରିରେ ଚିରିଲେ ତହିଁରୁ ଯେଉଁ ଅଠାଳିଆ ରସ ବାହାରେ ତାହା ଶୁଖିଗଲେ ଅଫିମ ହୁଏ ପାଚିଲା ଫଳ ଶୁଖିଗଲେ ତାହା ମଧ୍ୟରୁ ସୋରିଷ— ଠାରୁ ଛୋଟ ଛୋଟ ଧଳା ମଞ୍ଜି ବାହାରେ, ତାକୁ ପୋସ୍ତଦାନା କହନ୍ତି]
- ବୈଦେ. ବି. (ଫା) (ସଂ. ନାମ ଖସତିଳ; ଖସବୀଜ; ଖାଖସ) — ଅଫିମ ଗଛର ଫଳ; ଅଫିମ ଗଛର ବକଡ଼ା — Poppy-berries; poppy-head or capsule
- ବୈଦେ. ବି. (ଫା) (ସଂ. ନାମ ଖସତିଳ; ଖସବୀଜ; ଖାଖସ) — ଅଫିମ ଫଳ ଭିତରେ ଥିବା ମଞ୍ଜି — Poppy seeds
- ବୈଦେ. ବି. (ଫା) (ସଂ. ନାମ ଖସତିଳ; ଖସବୀଜ; ଖାଖସ) — ଛାଲ; ଚମଡ଼ା — Hide; skin
- ବୈଦେ. ବି. (ଫା) (ସଂ. ନାମ ଖସତିଳ; ଖସବୀଜ; ଖାଖସ) — ବକ୍କଳ — Bark
- ବୈଦେ. ବି. (ଫା) (ସଂ. ନାମ ଖସତିଳ; ଖସବୀଜ; ଖାଖସ) — ବହି ବନ୍ଧା ହେବା ଚମଡ଼ା — Leather for binding books