ପୋସ୍ତା Postā
- ବୈଦେ. ବି — (ଫା. ପୋସ୍ତ)—ପୋସ୍ତ 1/2/3 / (ଦେଖ) — (ଫା. ପୋସ୍ତ)—ପୋସ୍ତ/2/3/ (ଦେଖ)Posta , 2, 3, (See)
- ବୈଦେ. ବି — (ଫା. ପୁସ୍ତା)—କାନ୍ଥକୁ ମଜଭୁତ କରିବା ପାଇଁ ତହିଁର ମୂଳରେ ଗଢ଼ାଯିବା ବା ଗଦା କରାଯିବା ଇଟା; ପଥର, ଚୂନ ବା ମାଟିର ରାଶି — Buttress built to support a wall