ପୋସ୍ତ ବନ୍ଦି Posta bandi

  • ବୈଦେ. ବି — (ଫା. ପୁସ୍ତାବନ୍ଦୀ)—କାନ୍ଥଆଦିର ପଛ- ଆଡ଼େ ମୂଳପାଖେ ଇଟା, ମାଟି, ପଥରଆଦି ଗଢ଼ି କାନ୍ଥକୁ ଅଟଳ କରିବାର ପ୍ରଣାଳୀ — The building of a buttress to support a wall
  • ବୈଦେ. ବି — (ଫା. ପୋସ୍ତବନ୍ଦୀ) ବହିକୁ ଚମଡ଼ା ମଲାଟଦ୍ୱାରା ବାନ୍ଧିବା — Binding of a book with leather; leather-binding