ପୋଷ୍ଟ୍ ବକ୍ସ Poshṭ baks

  • ବୈଦେ. ବି. (ଇଂ) — ଯେଉଁ ବାକ୍ସରେ ସାଧାରଣ ଲୋକେ ଡାକରେ ଚିଠିପତ୍ର ଗଳାଇ ପକାନ୍ତି — Post box
  • ବୈଦେ. ବି. (ଇଂ) — ଡାକଘରେ ଭିନ୍ନ ଭିନ୍ନ ଲୋକଙ୍କ ନାମରେ ଆସିବା ଚିଠିମାନଙ୍କୁ ଡାକ ପିଅନ ଯେଉଁ ବାକ୍ସରେ ପକାଏ — Post boxes of different persons kept at the post office
  • ବୈଦେ. ବି. (ଇଂ) — [ଦ୍ର—ଏ ବାକ୍ସର ଗୋଟିଏ ଚାବି ମାଲିକ ପାଖରେ ଏବଂ ଆଉ ଗୋଟିଏ ଚାବି ପିଅନ୍ ହାତରେ ଥାଏ। ପିଅନ ସେ ବାକ୍ସରେ ଚିଠି ରଖି ଦେଇ ଗଲା ପରେ ମାଲିକର ଲୋକ ଆସି ବାକ୍ସ ଫିଟାଇ ଚିଠିମାନ ନେଇଯାଏ।]