ପୋଲାରେ ଖାଇ ମେଲାରେ ଶୋଇବା Polāre khāi melāre ṡoibā
- ଦେ. (ପ୍ରବଚନ) — ପରାନ୍ନ ଭୋଜନ କରି ପର ଘରେ ଶୋଇବା — To dine at the table of others and sleep in the house of others
- ଦେ. (ପ୍ରବଚନ) — (ଲକ୍ଷଣାର୍ଥ) ବେପରେଇ ହୋଇ ଚଳିବା; କିଛି ଅର୍ଜନ ନ କରି ପୋଲାଫାଙ୍କିଆ ହୋଇ ଚଳିବା — (figurative) To live at the expense of other people