ପୋଲା ଖିଆ Polā khiā

  • ଦେ. ବିଣ — ଯେଉଁ ବ୍ୟକ୍ତି ପର ଉପରେ ପଡ଼ି ମାଗଣା ଭୋଜନ କରେ; ପରାନ୍ନଭୋଜୀ; ମୋଫତଖିଆ; ମୋଫତ ଖୋର୍ — Hanger on; dependent on another's bounty for one's food; living at another's expense