ପୋର୍ଟ ମାନ୍ Port mān
- ବୈଦେ. ବି. (ଇଂ. ଓ ଫ୍ରେଞ୍ଚ୍, ପୋର୍ଟ ମାଣ୍ଟୋ) — ଚମଡ଼ା ବାକ୍ସ; ଲୁଗା ପଟା ରଖିବା ପାଇଁ ବ୍ୟବହୃତ ଚମଡ଼ାର ବାକ୍ସ — Leathern box; port mantean
- ବୈଦେ. ବି. (ଇଂ. ଓ ଫ୍ରେଞ୍ଚ୍, ପୋର୍ଟ ମାଣ୍ଟୋ) — [ଦ୍ର—ଏ ମଦ ପ୍ରଥମେ ସ୍ପେନ୍ ଦେଶର ପୋର୍ଟୁଗାଲ ଓ ଓପୋଟା ନଗରମାନଙ୍କରେ ପ୍ରସ୍ତୁତ ହେଉ ଥିବାରୁ ସେହି ନଗରମାନଙ୍କ ନାମ ଅନୁସାରେ ଏ ମଦର ନାମକରଣ ହୋଇଅଛି।]