ପୋଦ୍ଦାର୍ Poddār
- ବୈଦେ. ବି. (ଫା. ଫୌତା=ଭୂ କର, ଖଜଣା; ଫୌତାଦାର=ଯେ ରାଜସ୍ୱ ଟଙ୍କା ପରୀକ୍ଷା କରେ) — ଟଙ୍କା କୃତ୍ରିମ କି ଭଲ ତାହା ପରୀକ୍ଷା କରିବା ବ୍ୟକ୍ତି — A person who tests coins; poddar
- ବୈଦେ. ବି. (ଫା. ଫୌତା=ଭୂ କର, ଖଜଣା; ଫୌତାଦାର=ଯେ ରାଜସ୍ୱ ଟଙ୍କା ପରୀକ୍ଷା କରେ) — ତହବିଲ୍ଦାର୍ କର୍ମଚାରୀ — A cash keeper; cashier
- ବୈଦେ. ବି. (ଫା. ଫୌତା=ଭୂ କର, ଖଜଣା; ଫୌତାଦାର=ଯେ ରାଜସ୍ୱ ଟଙ୍କା ପରୀକ୍ଷା କରେ) — ବଣିଆ; ସ୍ୱର୍ଣ୍ଣ ରୌପ୍ୟ ବ୍ୟବସାୟୀ ବଣିକ — Goldsmith; jeweller
- ବୈଦେ. ବି. (ଫା. ଫୌତା=ଭୂ କର, ଖଜଣା; ଫୌତାଦାର=ଯେ ରାଜସ୍ୱ ଟଙ୍କା ପରୀକ୍ଷା କରେ) — ମୁଦ୍ରା ବ୍ୟବସାୟୀ; ଅର୍ଥବଣିକ — Money-changer; banker