ପୋଥି ପୂଜା Pothi pūjā

  • ଦେ. ବି. — ପୋଥି ବା ପୁସ୍ତକରୁ ସତ୍ୟପୀରଙ୍କ ଆଖ୍ୟାନ ପାଠ କରି ସତ୍ୟନାରାୟଣଙ୍କ ପୂଜା କରିବା ରୀତି — Worship of the Satyanārāyaṇa Deity by reciting narratives and songs from a book
  • ଦେ. ବି. — [ଦ୍ର—ପାଲା ତଳେ ନୋଟ୍ ଦେଖ।]