ପୋଥକୀ Pothakī

  • ସଂ. ବି. — ଶିଶୁମାନଙ୍କର ଆକ୍ଷିଡୋଳାରେ କଣ୍ଡୂ ଓ ସ୍ରାବଯୁକ୍ତ ରଙ୍ଗ ସୋରିଷ ତୁଲ୍ୟ ଏକପ୍ରକାର କଷ୍ଟପ୍ରଦ ପୀଡ଼କା ବା ବ୍ରଣ (ଦ୍ରବ୍ୟଗୁଣ କଳ୍ପଦ୍ରୁମ) — An eye-disease of infants