ପୋତା Potā

  • ସଂ. ବି. (ପୃ ଧାତୁ+କର୍ତ୍ତୃ. ତୃ; 1 ମା. 1 ବ.) — ବିଷ୍ଣୁ — Bishṇu
  • ସଂ. ବି. (ପୃ ଧାତୁ+କର୍ତ୍ତୃ. ତୃ; 1 ମା. 1 ବ.) — ଯଜ୍ଞାଦି କର୍ମରେ ନିୟୋଜିତ ପୁରୋହିତବିଶେଷ — One of the priests commissioned to officiate at a sacrifice
  • ଦେ. ବି. (ସଂ. ପ୍ରୋତ୍ଥ) — ପୋତିବା — Burying
  • ଦେ. ବି. (ସଂ. ପ୍ରୋତ୍ଥ) — (ସଂ. ପ୍ରୋତ୍ଥିତ) ଭୂମି ମଧ୍ୟରେ ପୋତା ଥିବା ଘରର; କାନ୍ଥର ବା ଖୁଣ୍ଟର ଅଂଶ; ମୂଳଦୁଆ — Foundation; the part of a wall; pillar etc below the ground level
  • ଦେ. ବି. (ସଂ. ପ୍ରୋତ୍ଥ) — ଅଣଖାତେ ଅଣଖମ୍ବ ପକାଉଛି ପୋତା—ପ୍ରାଚୀ. ବ୍ରହ୍ମନିରୂପଣଗୀତା।
  • ବିଣ — ଭୂଗର୍ଭରେ ପ୍ରୋଥିତ (ଧନ) — Buried; hoarded in a pit (treasure)
  • ପ୍ରାଦ. (ବସ୍ତର) ବି — ଅଖା; ବସ୍ତା — Gunny bag
  • ବୈଦେ. (ଫା. ଫୋତା) — ଅଣ୍ଡକୋଷ — Testicle
  • ବୈଦେ. (ଫା. ଫୋତା) — ଅଣ୍ଡକୋଷ ଆଚ୍ଛାଦକ ମାଂସ ଓ ଚର୍ମ — Scrotum