ପୋତାଶ୍ରୟ Potāṡraya

  • ସଂ. ବି.—( 6 ଷ୍ଠୀ ତତ୍; ପୋତ+ଆଶ୍ରୟ; ତୁଳ. ଇଂ. ପୋର୍ଟ) ଜାହାଜର ଆଶ୍ରୟ ନେବାର ସ୍ଥାନ; ବନ୍ଦର — Port; harbour; haven