ପୋତାମୁହାଁ Potāmuhāñ

  • ଦେ. ବିଣ. ପୁଂ — ଯେଉଁ ବ୍ୟକ୍ତି ମୁହଁକୁ ସର୍ବଦା ତଳକୁ ନୁଆଇଁ ଥାଏ — Having a down-cast face; one who always turns his face towards the ground
  • ଦେ. ବିଣ. ପୁଂ — [ଦ୍ର—ଏମାନେ କପଟୀ ଓ ଧୂର୍ତ୍ତ ଥିବାର ଲୋକଙ୍କର ବିଶ୍ୱାସ।]