ପୋତାଇବା Potāibā
- ଦେ. କ୍ରି — (ପୋତିବା କ୍ରିୟାର ଣିଜନ୍ତରୂପ) — The causative form of Potibā
- ଦେ. କ୍ରି — ଅନ୍ୟଦ୍ୱାରା ପୋତିବା କ୍ରିୟା କରାଇବା — To cause to be buried or planted
- ଦେ. କ୍ରି — ନଗରଦ୍ୱାରେ ପୂର୍ଣ୍ଣକୁମ୍ଭ ଥପାଇଲେ ପୋତାଇ ରମ୍ଭାତରୁ ତୋରଣା ବାନ୍ଧିଲେ—କୃଷ୍ଣସିଂହ. ମହାଭାରତ. ଶାନ୍ତି।