ପୋତା ଲୋତା ନିଧି ନିଖାତ Potā lotā nidhi nikhāta
- ଦେ. ବି. (ସହଚର ଶବ୍ଦ; କବଲା ଆଦିରେ ବ୍ୟବ— ହୃତ ଶବ୍ଦଚୟ) — (ବିକ୍ରି ହେଉଥିବା ସମ୍ପତ୍ତିରେ) ଭୂଗର୍ଭରେ ଥିବା ଓ ଭୂପୃଷ୍ଠରେ ଥିବା ସର୍ବପ୍ରକାର ଧନ — Every kind of riches found below or above the ground. (of the conveyed property)