ପୋତା ଦେଶ Potā deṡa

  • ଦେ. ବି. (ଫା. ଫୋତା+ସଂ. ଦେଶ) — କୋଡ଼ଗାତ — Groin; hip-joint
  • ଦେ. ବି. (ଫା. ଫୋତା+ସଂ. ଦେଶ) — କାହାର ପୋତାଦେଶେ କାଣ୍ଡ ପୋତି ହୋଇ ରହନ୍ତେ ଗୋଡ଼ ପୋତି ରହେ ନ ପଳାଇ—କୃଷ୍ଣସିଂହ. ମହାଭାରତ. କର୍ଣ୍ଣ।