ପୋତକୁଳି Potakuḻi

  • ଦେ. ବି — ବନ୍ୟ ବୃକ୍ଷବିଶେଷ ଓ ତହିଁର ଫଳ — Ficus Cunia tree and berry (Haines)
  • ଦେ. ବି — [ଦ୍ର—ଏ ଗଛ ନଈ ଓ ଝର ନିକଟରେ ଜନ୍ମେ ଓ ସନ୍ତସନ୍ତିଆ ଜମିରେ ବଢ଼େ। ଏହାର ପାଚିଲା ଫଳ ଲୋକେ ଖାଆନ୍ତି। ଏହାର ଡାଳରେ ଲାଖ ପୋକ ବସା ବାନ୍ଧନ୍ତି।]