ପୋଢୁଆଁ ହେବା Poṟḍ̠ẖuāñ hebā

  • ଦେ. କ୍ରି — ପ୍ରଥମାଷ୍ଟମୀ ଦିନ—(ପରିବାରର ଜ୍ୟେଷ୍ଠ ସନ୍ତାନ) ନୂଆ ଲୁଗା ପିନ୍ଧି ଚନ୍ଦନ ସିନ୍ଦୂର ଆଦିରେ ଭୂଷିତ ହୋଇ ବନ୍ଦାପନା ହେବା ପରେ ପିଠା ଖାଇବା — (said of the eldest child of a family) To go through some ceremonies after being decked with new cloth etc on the Prathamāshṭamī day