ପୋଟାସ୍ Poṭās

  • ବୈଦେ. ବି. (ଇଂ. ପୋଟାଷ୍) — ବୃକ୍ଷ ଆଦିର ପାଉଁଶକୁ ପାଣିରେ ଗୋଳାଇ ଛାଣିଲେ ପାତ୍ରର ତଳେ ଯେଉଁ ଲୁଣ ପରି ବସ୍ତୁ ବସି ଯାଏ — Potash