ପୋଟଳି ବଣିଆ Poṭaḻi baṇiā

  • ଦେ. ବି—(ସଂ. ପୋଟଳିକ+ବଣିକ; ଏମାନେ ମସଲା ଆଦିର ପୋଟଳା ବାନ୍ଧି ଗରାଖକୁ ଦିଅନ୍ତି — ଗନ୍ଧ ବଣିକ; ଯେଉଁ ବଣିଆମାନେ ମସଲା ଆଦି ବିକନ୍ତି — A caste of druggists or traders in spices and condiments