ପୋଟଳା ପୋଟଳି Poṭaḻā poṭaḻi
- ଦେ. ବି—(ସଂ. ପୋଟଳ) — ପରସ୍ପର ପ୍ରେମରେ ଆଲିଙ୍ଗନ କରିବା — Mutual embracing
- ଦେ. ବି—(ସଂ. ପୋଟଳ) — ବଡ଼ ଓ ସାନ ପୋଟଳାମାନ; ସବୁ ଲୁଗାପଟା — Small and big packets; bag and baggage
- ଦେ. ବିଣ — ପ୍ରେମାଲିଙ୍ଗନରେ ପରସ୍ପର ଜଡ଼ିତ — Embracing each other
- ଦେ. ବିଣ — ଏରୂପେ କହୁଁ କହୁଁ ଆନନ୍ଦ ଉଛୁଳି ପଡ଼ନ୍ତେ ସେ ହୋଇଲେ ପୋଟଳା ପୋଟଳି— କୃଷ୍ଣସିଂହ, ମହାଭାରତ, ଆଦି।