ପୋଟଳ ଚକୁଳୀ Poṭaḻa chakuḻī

  • ଦେ. ବି—(ସଂ. ପୁଟ ଓ ଶଷ୍କଳୀ) — ଯେଉଁ ସରୁ ଚକୁଳୀ ପିଠାର ମଝିରେ ମିଷ୍ଟାନ୍ନ ବା ପୂର ରଖାଯାଇ ଧଡ଼ିମାନଙ୍କୁ ଲେଉଟାଇ ଆଣି ଚାରିକୋଣିଆ ଭାଙ୍ଗ କରାଯାଇଥାଏ — A thin pastry cake folded into a square after spreading sweets in the middle; a folded sandwich