ପୋଛେଇବା Pochheibā

  • ଦେ. କ୍ରି. — ପୋଛିବା କ୍ରିୟାର ଣିଜନ୍ତରୂପ — The causative form of Pochhibā
  • ଦେ. କ୍ରି. — ଅନ୍ୟଦ୍ୱାରା ପୋଛିବା କ୍ରିୟା କରାଇବା — To cause another person to sweep or wipe out
  • ଦେ. କ୍ରି. — ଦ୍ରୌପଦୀ ବାଳ ଧରି ମୋ ଆଗରେ ଆଜି କେ ଥାନ୍ତା ଯମ ହାତେ ନ ପୋଛାଇ ପାଞ୍ଜି— କୃଷ୍ଣସିଂହ, ମହାଭାରତ, ସଭା।