ପୋଛି ପାଛି Pochhi pāchhi
- ଦେ. କ୍ରି. ବିଣ. (ପୋଛିବା ଓ ସମଧ୍ୱନିକ ଅନର୍ଥକ ପାଛିବା କ୍ରିୟାଦ୍ୱୟର ଅସମାପିକା ରୂପ, କ୍ରି. ବିଣ. ରୂପେ ବ୍ୟବହୃତ) — ଉତ୍ତମରୂପେ ପୋଛିକରି — By wiping well
- ଦେ. କ୍ରି. ବିଣ. (ପୋଛିବା ଓ ସମଧ୍ୱନିକ ଅନର୍ଥକ ପାଛିବା କ୍ରିୟାଦ୍ୱୟର ଅସମାପିକା ରୂପ, କ୍ରି. ବିଣ. ରୂପେ ବ୍ୟବହୃତ) — ସମ୍ପୂର୍ଣ୍ଣରୂପେ ନିଃଶେଷ କରି — By exhausting completely
- ଦେ. କ୍ରି. ବିଣ. (ପୋଛିବା ଓ ସମଧ୍ୱନିକ ଅନର୍ଥକ ପାଛିବା କ୍ରିୟାଦ୍ୱୟର ଅସମାପିକା ରୂପ, କ୍ରି. ବିଣ. ରୂପେ ବ୍ୟବହୃତ) — ସଂପୂର୍ଣ୍ଣରୂପେ ପରିଷ୍କୃତ କରି — By cleansing well