ପୋଛା ଲାଗି Pochhā lāgi

  • ପ୍ରାଦେ. (ଗଡ଼ଜାତ) ବି. — ରାଜାମାନଙ୍କର ଗାଧୁଆ ପରେ ଗାମୁଛା ଦ୍ୱାରା ଦେହ ପୋଛି ହେବା କର୍ମ — The act of rubbing the body with a napkin after bath (said of Rajas)