ପୋଛା ପୋଛି Pochhā pochhi
- ଦେ. ବି. — ପରସ୍ପର ଦେହକୁ ପୋଛିବା ବା ପରସ୍ପର ଆଖିରୁ ଲୁହ ପୋଛିବା — Rubbing of each other's body or wiping of the tears from one another's eyes
- ଦେ. ବି. — ଗାଧୋଇ ସାରି ବା ମୁହଁ ହାତ ଧୋଇ ସାରି ଦେହରୁ ପାଣି ଆଦି ଗାମୁଛାଦ୍ୱାରା ଉତ୍ତମରୂପେ ପୋଛିବା କର୍ମ — The act of wiping out water etc from the body after a wash or bath
- ଦେ. ବି. — ଗାଧୋଇ ପୋଛା ପୋଛି ହୋନ୍ତେ କୂଳେ ଆସି; ହେଲେ ଉତ୍ତମ ସୁନ୍ଦରୀ ସେହି ଚାରୁ କେଶୀ— କୃଷ୍ଣସିଂହ, ମହାଭାରତ, ଶାନ୍ତି।
- ଦେ. ବି. — କୌଣସି ପାତ୍ରରେ ଥିବା ଦ୍ରବ୍ୟକୁ ସମ୍ପୂର୍ଣ୍ଣରୂପେ ନିଃଶେଷ କରି ପାତ୍ରର ଗାତ୍ରକୁ ପୋଛି ଆଣିବା — Emptying a receptacle by wiping out all its contents
- ଦେ. ବି. — ଓଦା ଗାମୁଛାରେ ଦେହକୁ ପୋଛିବା — Rubbing of one's body with a wet towel
- ବିଣ. — ପୋଛା ପୋଛ (ଦେଖ) — Pochhā pochha (See)
- ଅ. — ପାତ୍ରରୁ ଖାଦ୍ୟ ଆଦି ନିଃଶେଷ କରି ପୋଛିବା ପ୍ରକାରେ — By wiping out a thing completely from a receptacle