ପୋଛ ମାଟି Pochha maṭi

  • ଦେ. ବି. — କୁମ୍ଭାରମାନେ ହାଣ୍ଡି ଗଢ଼ି ସାରି ତା ଉପରେ ଯେଉଁ ମାଟିର ସୂକ୍ଷ୍ମ ପ୍ରଲେପ ଦେଇ ହାଣ୍ଡିକୁ ମସୃଣ କରନ୍ତି — Clay which is rubbed and thinly laid over an earthen pot to make it smooth before it is put into the oven