ପୋଗଣ୍ଡ Pogaṇḍa
- ସଂ. ବିଣ. (ଅପ=[ନୁହେଁ; ଅପକୃଷ୍ଟ]+ଗମ ଧାତୁ= ଗମନ କରିବା+ଡ ନିପାତନ; ଅପୋଗଣ୍ଡ) — ବିକଳାଙ୍ଗ — Deformed; having a defective or deficient limb or limbs
- ସଂ. ବିଣ. (ଅପ=[ନୁହେଁ; ଅପକୃଷ୍ଟ]+ଗମ ଧାତୁ= ଗମନ କରିବା+ଡ ନିପାତନ; ଅପୋଗଣ୍ଡ) — ଯେଉଁ ବ୍ୟକ୍ତିର ହାତରେ ଓ ଗୋଡ଼ରେ ସାଧାରଣ ଆଙ୍ଗୁଠି ସଂଖ୍ୟା ଅପେକ୍ଷା ବେଶି ବା କମି ଅଙ୍ଗୁଳି ଥାଏ — Having fingers more or less than ordinary
- ସଂ. ବିଣ. (ଅପ=[ନୁହେଁ; ଅପକୃଷ୍ଟ]+ଗମ ଧାତୁ= ଗମନ କରିବା+ଡ ନିପାତନ; ଅପୋଗଣ୍ଡ) — ନ୍ୟୂନାଧିକାଙ୍ଗ — Having a redundant or defective member of the body
- ସଂ. ବିଣ. (ଅପ=[ନୁହେଁ; ଅପକୃଷ୍ଟ]+ଗମ ଧାତୁ= ଗମନ କରିବା+ଡ ନିପାତନ; ଅପୋଗଣ୍ଡ) — ପାଞ୍ଚରୁ ପନ୍ଦର ବର୍ଷ ମଧ୍ୟରେ ଯେଉଁ ଶିଶୁର ବୟସ — Aged between five and fifteen years
- ବି — ବିକଳାଙ୍ଗ ବ୍ୟକ୍ତି — A deformed person
- ବି — ଯେଉଁ ବ୍ୟକ୍ତିର କୌଣସି ଅଧିକା ଅଙ୍ଗ ଥାଏ — A person with a redundant limb
- ବି — ପାଞ୍ଚ ବର୍ଷରୁ ବଡ଼ ଓ ଷୋଳ ବର୍ଷରୁ ସାନ ପିଲା — A boy between five and sixteen years of age
- ବି — [ଦ୍ର—କେହି କେହି 5 ବର୍ଷଠାରୁ 10 ବର୍ଷ ପର୍ଯ୍ୟନ୍ତ ବୟସର ବାଳକକୁ ପୋଗଣ୍ଡ କହନ୍ତି।] — [ଦ୍ର—କେହି କେହି5ବର୍ଷଠାରୁ10ବର୍ଷ ପର୍ଯ୍ୟନ୍ତ ବୟସର ବାଳକକୁ ପୋଗଣ୍ଡ କହନ୍ତି]