ପୋଚ Pocha

  • ଦେ. ବି. (ସଂ. ପୂତି) — ବଦବୋଇ; ଦୁର୍ଗନ୍ଧ; ପୂତିଗନ୍ଧ — Fetid or very offensive smell
  • ପ୍ରାଦେ. (ଗଞ୍ଜାମ) ବିଣ — ପୋଚିଆ; ସଢ଼ା — Rotten