ପୋଖରୀ ହେବା Pokharī hebā

  • ଦେ. ବି — ଝାଡ଼ା ହେବା — Evacuation of the bowels
  • ଦେ. ବି — ଝାଡ଼ା ବାନ୍ତି ବା ଅତିସାର ଯୋଗୁଁ ଅତିରିକ୍ତ ମଳସ୍ରାବ — Profuse evacuation due to dysentary or diarrhoea
  • ଦେ. କ୍ରି — ଝାଡ଼ା ବାନ୍ତି ରୋଗରେ ଆକ୍ରାନ୍ତ ହେବା — To be attacked with diarrhoea