ପୋଖରୀ ଛୁଆଁ Pokharī chhuañ

  • ଦେ. ବି — ଝାଡ଼ା ଫେରି ଆସିବା ପରେ ଲୁଗା ନ ଧୋଇବା ଯୋଗୁଁ ଅଶୁଦ୍ଧ — Uncleanness of the cloth worn by a person while passing stools and remaining unwashed
  • ବିଣ — ଯେଉଁ ବ୍ୟକ୍ତି ଝାଡ଼ା ଫେରି ଆସିବା ପରେ ଶୌଚ ହୋଇ ନ ଥାଏ ବା ଲୁଗା ଧୋଇ ନ ଥାଏ — A person who has not washed after passing stools
  • ବିଣ — ଝାଡ଼ା ଫେରି ଆସିଥିବା ବ୍ୟକ୍ତିର ପରିହିତ ଲୁଗା, ଯାହା ଧୁଆ ହୋଇ ନ ଥାଏ — (a cloth) Not yet washed after the wearer passes stools
  • ବିଣ — (ଲକ୍ଷଣାର୍ଥ) ତ୍ରସ୍ତ — (figurative) Terrified