ପୋଖତିଆଳୀ Pokhatiāḻī

  • ଦେ. ବି. ସ୍ତ୍ରୀ — ଯେଉଁ ସ୍ତ୍ରୀଲୋକମାନେ ପ୍ରସବ କାଳରେ ପ୍ରସୂତିର ହେପାଜିତ୍ ଓ ସାହାଯ୍ୟ କରନ୍ତି — Women who attend a woman during and after delivery; midwife