ପୋକତାନ୍ Pokatān

  • ବୈଦେ. ବି. (ଫା. ପୋଖ୍ତାନ୍) — ଲୁଣ ମାରିବା ପ୍ରକ୍ରିୟା; ସମୁଦ୍ର ପାଣିରୁ ଲୁଣ ତିଆରି କରିବା — Manufacture of salt from sea- water
  • ବୈଦେ. ବି. (ଫା. ପୋଖ୍ତାନ୍) — ଦେଶାଧିକାର ସମୟରୁ (ଲୁଣ) ପୋକ୍ତାନି କାର୍ଯ୍ୟ ସାକ୍ଷାତ୍ ସମ୍ବନ୍ଧରେ ବନ୍ଦୋବସ୍ତ କରିଥିଲେ। ଫକୀରମୋହନ, ଗଳ୍ପସ୍ୱଳ୍ପ।