ପୋକ ପଡ଼ିବା Poka paṟḍ̠ibā

  • ଦେ. ବି. — ମାଛି ବସିବା; ଅଂଶେଇ ପଡ଼ିବା; ଦେହସ୍ଥ ବ୍ରଣାଦି ଦୂଷିତ ହେଲେ ତହିଁରେ କୀଟ ଜନ୍ମିବା — The growing of maggots in a festering sore
  • ଦେ. ବି. — [ଦ୍ର—କୌଣସି ମନୁଷ୍ୟ ଦେହରେ ଘାଆରେ ପୋକ ପଡ଼ିଲେ ସେ ବ୍ୟକ୍ତି ଅଶୁଚି ବିବେଚିତ ହୁଏ ଓ ତାହାକୁ 'ମାଛିଆ ପାତକ' ଦୋଷ ଲାଗେ। ଶାସ୍ତ୍ରନିର୍ଦ୍ଦିଷ୍ଟ ପ୍ରାୟଶ୍ଚିତ୍ତ, ଦାନ ଓ ବ୍ରାହ୍ମଣ- ଭୋଜନ କରାଇଲେ, ସେ ଉକ୍ତ ପାତକରୁ ମୁକ୍ତ ହୁଏ।]