ପୋକ କାଟିବା Poka kāṭibā

  • ଦେ. ବି — କୌଣସି ବସ୍ତୁକୁ ପୋକ ଆକ୍ରମଣ କରି ନଷ୍ଟ କରିବା — A thing being eaten or damaged by worms
  • ଦେ. ବି — ଦାନ୍ତ ଭିତରେ ପୋକ ଲାଗିବାରୁ ଦାନ୍ତରେ ତୀବ୍ର ବେଦନା ଅନୁଭୂତ ହେବା — Extreme pain felt inside the teeth, said to be due to the presence of some insects