ପୋଇଁବା Poiñbā

  • ଦେ. କ୍ରି — ପୁଆଁଇବା (ଦେଖ) — Puāñibā (See)
  • ଦେ. କ୍ରି — ଛିଡ଼ା ହୋଇଥିଲା ହସ୍ତନ୍ତୀର ପାଶେ ଜମାଦାର ଅଗ୍ନି ପୋଇଁବା ସକାଶେ। ଅଜୟଚନ୍ଦ୍ର, ଶେଷବନ୍ଦୀ।