ପୋଇ ପଣସ Poi paṇasa

  • ଦେ. ବି—(ସଂ. ପୂତି+ପନସ୍) — ଯେଉଁ ପଣସକଠା କସିବେଳରୁ ସଢ଼ିଯାଇ ଗଛରୁ ଝଡ଼ିପଡ଼େ — The young jackfruit which becomes foetid and untimely drops from the tree