ପୋଇ ଗୁଳି Poi guḻi

  • ଦେ. ବି—(ସଂ. ପୂତିକା+ଗୋଲକ) — ପୋଇ ଗଛର ପାଚିଲାକୋଳି — The ripe berries of the Basella. creeper
  • ଦେ. ବି—(ସଂ. ପୂତିକା+ଗୋଲକ) — [ଦ୍ର—ଏହି ଫଳମାନ ପୋଇ ଲତାର ନାଡ଼ରେ ଫଳେ। ଏହା କୃଷ୍ଣ ବର୍ଣ୍ଣ ଓ ଏହାକୁ ଚିପି ଦେଲେ ଏଥିରୁ ଫକା ନାଲି ରସ ବାହାରେ।]