ପୋଇ କେରଣ୍ଡା Poi keraṇḍā

  • ଦେ. ବିଣ. ପୁଂ. — ପୁଇଁ କେରାଣ୍ଡି ମାଛ ଭଳି ଅତି ହୀନ ବ୍ୟକ୍ତି (ଭିକ୍ଷାନ୍ନଜୀବୀ, କୁଷ୍ଠୀ, ଅନ୍ଧ, ଖଞ୍ଜ) — A very insignificant person
  • ଦେ. ବିଣ. ପୁଂ. — 'ଲଣ୍ଡାମୁଣ୍ଡା ପୋଇକେରେଣ୍ଡା ସିଂହଦୁଆରେ ଥାଏ। ଅଇଣ୍ଠା ଭାତରୁ ଗୁଣ୍ଡିଏ ପାଇଲେ ପାଣି ଛଡ଼େଇ ଖାଏ। ଢଗ।