ପୈଶୁନ୍ୟ ମିଳିବା Pa̲i̱ṡunya miḻibā

  • ଦେ. ବି — କୌଣସି ବ୍ୟକ୍ତି ନାମରେ ନିନ୍ଦା ରଟିତ ହେବା; ଦୁର୍ନାମ ବା ଅପବାଦର ରଟନା — Being defamed or slandered; getting a bad name
  • ଦେ. ବି — ନିନ୍ଦା ବା ଅପମାନରେ ମ୍ରିୟମାଣ ହେବା — Being humiliated or abashed