ପୈଶାଚିକ ଭାଷା Pa̲i̱ṡāchika bhāshā

  • ସଂ. ବି — ସଂସ୍କୃତ ଭାଷାର ବିକୃତରୂପ ଓ ବିକୃତ ଉଚ୍ଚା— ରଣଯୁକ୍ତ ପ୍ରାକୃତ ଭାଷାବିଶେଷ — A degraded Prākṛuta dialect
  • ସଂ. ବି — [ଦ୍ର—ପ୍ରାଚୀନ ସଂସ୍କୃତ ନାଟକମାନଙ୍କରେ (ବିଶେଷତଃ ଭାଷ' ବିରଚିତ ଯୌଗନ୍ଧରାୟାଣି ଗ୍ରନ୍ଥରେ) ଏ ଭାଷାର ଉଦାହରଣ ଦ୍ରଷ୍ଟବ୍ୟ।]