ପୈତୃକ Pa̲i̱tṛuka

  • ସଂ. ବିଣ. (ପିତୃ+ସମ୍ବନ୍ଧାର୍ଥେ. କ) — ପିତୃସମ୍ବନ୍ଧୀୟ — Paternal; relating to one's father
  • ସଂ. ବିଣ. (ପିତୃ+ସମ୍ବନ୍ଧାର୍ଥେ. କ) — ପିତୃପିତାମହାଦି ସମ୍ବନ୍ଧୀୟ — Ancestral