ପୈତ୍ତ Pa̲i̱tta

  • ସଂ. ବିଣ. (ପିତ୍ତ+ଅ) — ପିତ୍ତସମ୍ବନ୍ଧୀୟ; ପିତ୍ତଜନିତ — Bilious
  • ସଂ. ବିଣ. (ପିତ୍ତ+ଅ) — ପିତ୍ତାଧିକ୍ୟରୁ ଜାତ — Due to excess of bile in the system