ପୈତ୍ର Pa̲i̱tra
- ସଂ. ବିଣ. (ପିତୃ+ଅ) — ପୈତୃକ — Paternal
- ସଂ. ବିଣ. (ପିତୃ+ଅ) — ପିତୃପୈତାମହିକ — Ancestral; hereditary
- ବି — ତର୍ଜନୀ ଓ ଅଙ୍ଗୁଷ୍ଠାର ମଧ୍ୟଭାଗ; ପିତୃତୀର୍ଥ — The edge of the palm between rhe index finger and the thumb
- ବି — [ଦ୍ର—ତର୍ପଣ କରିବା ସମୟରେ ପିତୃମାନଙ୍କୁ ଏହି ବାଟେ ପାଣି ଦିଆଯାଏ।]