ପେସ୍କାର୍ Pes-kār

  • ବୈଦେ. ବି. (ଫା) — ହାକିମଙ୍କ ନିକଟ ମକଦ୍ଦମା ସମ୍ବନ୍ଧୀୟ କାଗଜ ପତ୍ର ଉପସ୍ଥାପିତ କରିବା କର୍ମଚାରୀ; ଛାମୁ- କରଣ — Peshkar; a clerk who puts up papers before a superior officer
  • ବୈଦେ. ବି. (ଫା) — କାରପର୍ଦାଜ୍ — Agent