ପେସ୍ କସ୍ Pes kas

  • ବୈଦେ. ବି. (ଫା) — ସମ୍ରାଟଙ୍କୁ ଦିଆଯିବା ନଗଦ ସଲାମୀ; ନଜରାନା; ଉପଢୌକନ — A present in cash given to an emperor as a show of homage or fealty
  • ବୈଦେ. ବି. (ଫା) — ଜମିଦାର ଓ ରାଜାମାନେ ସରକାରଙ୍କୁ ଦେବା ରାଜସ୍ୱ — Peiskash; tribute; revenue paid by Rajas and Zamindars to Government
  • ବୈଦେ. ବି. (ଫା) — [ଦ୍ର—ଓଡ଼ିଶା ଗଡ଼ଜାତର ରାଜାମାନେ ସରକାରଙ୍କୁ ଦେଉଥିବା ପେସ୍କସ୍ର ବିବରଣ ଯଥା—
  • ବୈଦେ. ବି. (ଫା) — ଗଡ଼ଜାତର ନାମ  ବର୍ଗମାଇଲ୍  ରାଜସ୍ୱ ଆଦାୟ (ଟଙ୍କା)  ପେସ୍ କସ୍ (ଟଙ୍କା)
  • ବୈଦେ. ବି. (ଫା) — ଆଠଗଡ଼ 168 171000 2800 — ଆଠଗଡ଼1681710002800
  • ବୈଦେ. ବି. (ଫା) — ଆଠମଲ୍ଲିକ 730 200000 480 — ଆଠମଲ୍ଲିକ730200000480
  • ବୈଦେ. ବି. (ଫା) — ବାମଡ଼ା 1988 591000 7500 — ବାମଡ଼ା19885910007500
  • ବୈଦେ. ବି. (ଫା) — ବଡ଼ାମ୍ବା 134 108000 1398 — ବଡ଼ାମ୍ବା1341080001398
  • ବୈଦେ. ବି. (ଫା) — ବୌଦ 1264 282000 800 — ବୌଦ1264282000800
  • ବୈଦେ. ବି. (ଫା) — ବଣେଇ 1296 236000 nbsp; 2700 — ବଣେଇ1296236000nbsp;2700
  • ବୈଦେ. ବି. (ଫା) — ଦଶପଲ୍ଲା 568 151000 661 — ଦଶପଲ୍ଲା568151000661
  • ବୈଦେ. ବି. (ଫା) — ଢେଙ୍କାନାଳ 1463 509000 5099 — ଢେଙ୍କାନାଳ14635090005099