ପେସ୍ କରିବା Pes karibā

  • ଦେ. କ୍ରି — ଆଦେଶ ନିମନ୍ତେ କୌଣସି ବିଷୟ ହାକିମଙ୍କ ନିକଟ ଉପସ୍ଥାପିତ କରିବା — To put up a matter before a superior officer for order
  • ଦେ. କ୍ରି — ଜଣାଇବା — To lay before; to submit